అర్థం : ଯେଉଁଥିରେ ବିଳମ୍ବ ହୁଏନାହିଁ
							ఉదాహరణ : 
							ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ
							
పర్యాయపదాలు : ଅବିଳମ୍ବ, ତୁରନ୍ତ, ତ୍ୱରିତ
ఇతర భాషల్లోకి అనువాదం :
Performed with little or no delay.
An immediate reply to my letter.అర్థం : ଅତିଶୀଘ୍ର
							ఉదాహరణ : 
							ସ୍କୁଲ ପାଠପଢ଼ା ଶୀଘ୍ର କରିଦେବୁତ ମୁଁ ତୋତେ ବୁଲାଇବାକୁ ନେଇଯିବି
							
పర్యాయపదాలు : ଜଲ୍ଦୀ, ତୁରନ୍ତ, ବେଗି
ఇతర భాషల్లోకి అనువాదం :
शीघ्रता से या बिना विलम्ब किए।
कक्षा कार्य जल्दी करोगे तो मैं तुम्हें घुमाने ले जाऊँगी।అర్థం : ନିର୍ଦ୍ଧାରିତ ସମୟ ଆଗରୁ
							ఉదాహరణ : 
							ଆନନ୍ଦ ଆଜି କାର୍ଯ୍ୟାଳୟକୁ ଶୀଘ୍ର ଆସିଲା
							
పర్యాయపదాలు : ଜଲଦି
ఇతర భాషల్లోకి అనువాదం :
Before the usual time or the time expected.
She graduated early.