అర్థం : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
							ఉదాహరణ : 
							ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
							
పర్యాయపదాలు : କୁଦାମାରିବା, ଡିଆଁଡେଇଁ କରିବା
ఇతర భాషల్లోకి అనువాదం :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।అర్థం : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ఉదాహరణ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
పర్యాయపదాలు : କୁଦା ମାରିବା, କୁଦିବା, ଡେଇଁବା