అర్థం : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ
							ఉదాహరణ : 
							ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ
							
పర్యాయపదాలు : ଚଳଣି, ନିୟମ, ପରମ୍ପରା, ପ୍ରଥା, ରୀତି
ఇతర భాషల్లోకి అనువాదం :
वह विचार, प्रथा या क्रम जो बहुत दिनों से प्रायः एक ही रूप में चला आया हो।
हर समाज की वैवाहिक परंपरा भिन्न होती है।