అర్థం : କୌଣସି ସମସ୍ୟା ଆଦିର ସମାଧାନ କରିବା
							ఉదాహరణ : 
							ମୁଁ ମୋ ସମସ୍ୟାର ସମାଧାନ କରୁଛି
							
పర్యాయపదాలు : ନିରାକରଣ କରିବା, ପ୍ରତିକାର କରିବା, ସମାଧାନ କରିବା
ఇతర భాషల్లోకి అనువాదం :
Find the solution to (a problem or question) or understand the meaning of.
Did you solve the problem?.అర్థం : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା
							ఉదాహరణ : 
							ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି
							
పర్యాయపదాలు : ବୁଝାଶୁଝା କରିବା, ସମାଧାନ କରିବା
ఇతర భాషల్లోకి అనువాదం :
किसी बात आदि को तय करना या उसका निर्णय करना।
दादाजी झगड़ा निपटा रहे हैं।