అర్థం : ପୁରୁଷମାନଙ୍କୁ ମୋହିତ କରିବାପାଇଁ ନାରୀମାନଙ୍କର ମନୋହର ଚେଷ୍ଟା
							ఉదాహరణ : 
							ଶୀଲାର ହାବଭାବରେ ପ୍ରଭାବିତହୋଇ ବିନୋଦ ତାକୁ ବିବାହ କଲା
							
ఇతర భాషల్లోకి అనువాదం :
అర్థం : ଶରୀର ବା କୌଣସି ଅଙ୍ଗର ଏହି ସ୍ଥାନ ଯେଉଁଥିରେ କୌଣସି ଭାବ ଅଭିବ୍ୟକ୍ତ ହୋଇଥାଏ
							ఉదాహరణ : 
							ନୃତ୍ୟାଙ୍ଗନା ନିଜ ଭାବଭଙ୍ଗୀରେ ଦର୍ଶକମାନଙ୍କୁ ମୁଗ୍ଧ କରୁଥିଲେ
							
ఇతర భాషల్లోకి అనువాదం :