అర్థం : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ
							ఉదాహరణ : 
							ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ
							
పర్యాయపదాలు : ଖଣ୍ଡିତାଂଶ, ଧ୍ୱଂସାବଶେଷ
ఇతర భాషల్లోకి అనువాదం :
అర్థం : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା
							ఉదాహరణ : 
							ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା
							
పర్యాయపదాలు : ଭଙ୍ଗାଇଟାପଥରଗଦା
ఇతర భాషల్లోకి అనువాదం :