అర్థం : ବୋଝ ଲଦିକରି ନେବା
							ఉదాహరణ : 
							ଷ୍ଟେସନରେ କୁଲିଟି ଆମ ଜିନିଷ ପତ୍ର ବୋହିନେଲା
							
పర్యాయపదాలు : ବୋହିନେବା
ఇతర భాషల్లోకి అనువాదం :
అర్థం : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
							ఉదాహరణ : 
							ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
							
పర్యాయపదాలు : ଚଳାଇବା, ସମ୍ଭାଳିବା
ఇతర భాషల్లోకి అనువాదం :
Bear or be able to bear the weight, pressure,or responsibility of.
His efforts carried the entire project.అర్థం : ଅନବରତ ରସ ସ୍ୱରୂପ ବାହାରିବା
							ఉదాహరణ : 
							ତାଙ୍କର ବଥରୁ ପୂଜ ବୋହୁଛି
							
పర్యాయపదాలు : ବାହାରିବା
ఇతర భాషల్లోకి అనువాదం :