అర్థం : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
							ఉదాహరణ : 
							ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
							
పర్యాయపదాలు : ବହିଖାତା, ଲେଖାବହି, ହିସାବ ବହି, ହିସାବଖାତା
ఇతర భాషల్లోకి అనువాదం :
A record in which commercial accounts are recorded.
They got a subpoena to examine our books.అర్థం : ଲେଖା ହୋଇଥିବା ବା ଛପା ହୋଇଥିବା ବହୁତ ପୃଷ୍ଠା ବିଶିଷ୍ଟ ବସ୍ତୁ ଯାହାକୁ ଅନ୍ୟଜଣେ ପଢ଼ିବାପାଇଁ ବିଚାର, ବିବେଚନଆଦି ଆବଶ୍ୟକ
							ఉదాహరణ : 
							ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ
							
పర్యాయపదాలు : ପୁସ୍ତକ
ఇతర భాషల్లోకి అనువాదం :
A written work or composition that has been published (printed on pages bound together).
I am reading a good book on economics.