అర్థం : ନାଭି ତଳେ ଥିବା ଯେଉଁ ଭିତର ଅଂଶରେ ମୂତ୍ର ସଂଚିତ ହୋଇ ରହେ
							ఉదాహరణ : 
							ବେଳେ ବେଳେ ମୂତ୍ରାଶୟରେ ପଥର ରୋଗ ହୋଇଥାଏ
							
పర్యాయపదాలు : ମୂତ୍ରାଶୟ
ఇతర భాషల్లోకి అనువాదం :
A membranous sac for temporary retention of urine.
urinary bladderఅర్థం : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
							ఉదాహరణ : 
							ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
							
పర్యాయపదాలు : ଆବାଦି, ଜନସଂଖ୍ୟା, ପଡ଼ା
ఇతర భాషల్లోకి అనువాదం :
किसी नगर या देश आदि में बसनेवाले मनुष्यों की कुल संख्या।
भारत की जनसंख्या तेज़ी से बढ़ रही है।The people who inhabit a territory or state.
The population seemed to be well fed and clothed.అర్థం : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
							ఉదాహరణ : 
							ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
							
పర్యాయపదాలు : କଲୋନୀ
ఇతర భాషల్లోకి అనువాదం :
An area where a group of families live together.
settlement