అర్థం : କାମରେ ଆସିବା ପରେ ମଧ୍ୟ କିଛି ବଳିଯିବା
							ఉదాహరణ : 
							ସବୁ ଆବଶ୍ୟକୀୟ ଜିନିଷ କିଣିବା ପରେ ମଧ୍ୟ ମୋ ପାଖରେ ତିନି ଶହ ଟଙ୍କା ବଳିଛି
							
ఇతర భాషల్లోకి అనువాదం :
Have left.
I have two years left.అర్థం : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
							ఉదాహరణ : 
							ଭାଉଜ ବେସନ ଲଡ଼ୁ ବଳୁଛନ୍ତି
							
పర్యాయపదాలు : ଗୋଟଳା କରିବା, ବାନ୍ଧିବା
ఇతర భాషల్లోకి అనువాదం :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।