అర్థం : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
							ఉదాహరణ : 
							ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
							
పర్యాయపదాలు : ଅତି ଅଧିକ, ଅତ୍ୟଧିକତା, ପ୍ରାଚୁର୍ଯ୍ୟ, ବିପୁଳତା
ఇతర భాషల్లోకి అనువాదం :
The property of being extremely abundant.
The profusion of detail.అర్థం : ଯଥେଷ୍ଟ ହେବା ଅବସ୍ଥା ବା ଭାବ
							ఉదాహరణ : 
							ଖାଦ୍ୟ ଶସ୍ୟର ପର୍ଯ୍ୟାପ୍ତତା କାରଣରୁ ଆମମାନଙ୍କୁ କେବେ ବି ଭୋକରେ ରହିବାକୁ ପଡ଼ିବନାହିଁ
							
పర్యాయపదాలు : ପର୍ଯ୍ୟାପ୍ତତା, ଯଥେଷ୍ଟତା
ఇతర భాషల్లోకి అనువాదం :
पर्याप्त होने की अवस्था या भाव।
अन्न की पर्याप्तता के कारण हमें कभी भूखों नहीं मरना पड़ता।