అర్థం : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
							ఉదాహరణ : 
							ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
							
పర్యాయపదాలు : ପ୍ରାପ୍ତହେବା, ମିଳିବା
ఇతర భాషల్లోకి అనువాదం :
किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।
इस खेल में मुझे पहला स्थान मिला।అర్థం : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
							ఉదాహరణ : 
							ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
							
పర్యాయపదాలు : ପ୍ରାପ୍ତହେବା, ମିଳିବା, ରଖିବା
ఇతర భాషల్లోకి అనువాదం :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.అర్థం : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
							ఉదాహరణ : 
							ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
							
పర్యాయపదాలు : ଆସିବା, କରଗତ କରିବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
ఇతర భాషల్లోకి అనువాదం :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।అర్థం : ମିଳିଯିବା
							ఉదాహరణ : 
							ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି
							
పర్యాయపదాలు : ପ୍ରାପ୍ତ କରିବା, ମିଳିବା
ఇతర భాషల్లోకి అనువాదం :
అర్థం : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
							ఉదాహరణ : 
							ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
							
పర్యాయపదాలు : ଗ୍ରହଣ କରିବା, ନେବା, ପ୍ରାପ୍ତ କରିବା
ఇతర భాషల్లోకి అనువాదం :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।అర్థం : ନିଜ ଅଧିକାର ଭୁକ୍ତ କରିବା
							ఉదాహరణ : 
							ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
							
పర్యాయపదాలు : ପ୍ରାପ୍ତି କରିବା, ଲାଭ କରିବା, ହାସଲ କରିବା
ఇతర భాషల్లోకి అనువాదం :
అర్థం : ପ୍ରାପ୍ତହେବା
							ఉదాహరణ : 
							ମୋତେ ଅନେକ ଧନ ମିଳିଲା  ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
							
పర్యాయపదాలు : ମିଳିବା
అర్థం : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
							ఉదాహరణ : 
							ଆମେ ଦୁଇଟି ଗୋଲ୍ ଦେଲୁ  ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
							
పర్యాయపదాలు : କରିବା, ଦେବା, ପ୍ରାପ୍ତକରିବା, ହାସଲ କରିବା
ఇతర భాషల్లోకి అనువాదం :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।అర్థం : ତୁଳନା କରି ପାରିବା
							ఉదాహరణ : 
							ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
							
పర్యాయపదాలు : ପ୍ରାପ୍ତ କରିବା
ఇతర భాషల్లోకి అనువాదం :