అర్థం : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
							ఉదాహరణ : 
							ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
							
పర్యాయపదాలు : ନିଶାସକ୍ତ
ఇతర భాషల్లోకి అనువాదం :
అర్థం : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
							ఉదాహరణ : 
							ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
							
పర్యాయపదాలు : ନିଶାବାଜ
ఇతర భాషల్లోకి అనువాదం :
Compulsively or physiologically dependent on something habit-forming.
She is addicted to chocolate.