అర్థం : ଆସାମର ପୂର୍ବରେ ଅବସ୍ଥିତ ନାଗାଲାଣ୍ଡରେ ରହୁଥିବା ଜନଜାତି
							ఉదాహరణ : 
							ନାଗାମାନେ ବିଦ୍ରୋହ କରିଛନ୍ତି
							
పర్యాయపదాలు : ନାଗା ଜନଜାତି
ఇతర భాషల్లోకి అనువాదం :
भारत के पूर्वोत्तर राज्य नागालैंड में बसने वाली जनजाति।
नागाओं की लोक संस्कृति रोचक है।అర్థం : ବସ୍ତ୍ର ଧାରଣ କରୁ ନ ଥିବା ଶୈବ ସଂପ୍ରଦାୟର ଏକ ପ୍ରକାର ସାଧୁ
							ఉదాహరణ : 
							ପୀଥମପୁର୍ ମେଳାରେ ନାଗାସାଧୁମାନଙ୍କର ଏକ ଶୋଭାଯାତ୍ରା ବାହାରିଥିଲା
							
పర్యాయపదాలు : ନାଗାସାଧୁ
ఇతర భాషల్లోకి అనువాదం :
అర్థం : ହିମାଳୟରେ ରହୁଥିବା ଗୋଟିଏ ପ୍ରାଚୀନ ଜାତି
							ఉదాహరణ : 
							ହିମାଳୟ ହିଁ ନାଗାମାନଙ୍କର ବାସସ୍ଥାନ
							
పర్యాయపదాలు : ନାଗାଜାତି
ఇతర భాషల్లోకి అనువాదం :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati