అర్థం : ବଡ ଦୁର୍ଘଟନା ଯେଉଁଥିରେ ଅନେକ କ୍ଷୟକ୍ଷତି ଆଦି ହୋଇଥାଏ
							ఉదాహరణ : 
							ଭାରତରେ ଅଦ୍ୟାବଧି ସୁଦ୍ଧା ଘଟିଥିବା ସବୁଠାରୁ ବଡ ଔଦ୍ୟୋଗିକ  ଦୁର୍ଘଟଣା ହେଉଛି ଭୋପାଳ ଗ୍ୟାସ ଦୁର୍ଘଟନା
							
పర్యాయపదాలు : ଆକସ୍ମିକ ବିତ୍ପାତ, ଦୁର୍ଘଟନା
ఇతర భాషల్లోకి అనువాదం :
An event resulting in great loss and misfortune.
The whole city was affected by the irremediable calamity.అర్థం : ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ କଷ୍ଟ ବା ଦୁଃଖ ହୁଏ
							ఉదాహరణ : 
							ଏହି ଦୁର୍ଘଟଣା ପରେ ତା ସ୍ୱଭାବରେ ବହୁତ ପରିବର୍ତ୍ତନ ଆସିଗଲା
							
పర్యాయపదాలు : ଆକ୍ସିଡେଣ୍ଟ୍
ఇతర భాషల్లోకి అనువాదం :