అర్థం : ଖରାପ ଗନ୍ଧ
							ఉదాహరణ : 
							ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
							
ఇతర భాషల్లోకి అనువాదం :
అర్థం : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
							ఉదాహరణ : 
							ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
							
పర్యాయపదాలు : ପଚାଗନ୍ଧ, ପଚାଳିଆଗନ୍ଧ
ఇతర భాషల్లోకి అనువాదం :
అర్థం : ହାଲୁକା ଦୁର୍ଗନ୍ଧ
							ఉదాహరణ : 
							ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି
							
ఇతర భాషల్లోకి అనువాదం :