అర్థం : ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା
							ఉదాహరణ : 
							ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ
							
ఇతర భాషల్లోకి అనువాదం :
అర్థం : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
							ఉదాహరణ : 
							ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
							
పర్యాయపదాలు : ଭର୍ତ୍ତି କରିବା, ରଖିବା
ఇతర భాషల్లోకి అనువాదం :
అర్థం : କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା
							ఉదాహరణ : 
							କାରିଗର ଚୀନାମାଟିରେ ଖେଳନା ଢାଳୁଛି
							
ఇతర భాషల్లోకి అనువాదం :
कोई चीज़ बनाने के लिए उसकी सामग्री साँचे में डालकर उसको तैयार करना।
कारीगर चीनीमिट्टी के खिलौने ढाल रहा है।అర్థం : ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା
							ఉదాహరణ : 
							ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
							
ఇతర భాషల్లోకి అనువాదం :