అర్థం : ଭାରତରେ ପ୍ରଚଳିତ ମୁଦ୍ରା
							ఉదాహరణ : 
							ଭାରତୀୟ ଟଙ୍କାରେ ଗାନ୍ଧୀଜୀଙ୍କର ଫଟୋ ରହିଛି
							
పర్యాయపదాలు : ଭାରତୀୟ ଟଙ୍କା
ఇతర భాషల్లోకి అనువాదం :
भारत में चलने वाली मुद्रा।
भारतीय रुपयों में गाँधीजी की फोटो है।అర్థం : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
							ఉదాహరణ : 
							ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
							
పర్యాయపదాలు : ମୁଦ୍ରା
ఇతర భాషల్లోకి అనువాదం :
टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।
पुराने ज़माने में सोने, चाँदी आदि के सिक्के चलते थे।అర్థం : ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା
							ఉదాహరణ : 
							ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା
							
పర్యాయపదాలు : ଏକଟଙ୍କିଆ ମୁଦ୍ରା, ଟଙ୍କିକିଆ ମୁଦ୍ରା
ఇతర భాషల్లోకి అనువాదం :
అర్థం : ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା
							ఉదాహరణ : 
							ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
							
పర్యాయపదాలు : ରୂପିୟା
ఇతర భాషల్లోకి అనువాదం :