అర్థం : କୌଣସି ଜିନିଷକୁ ଭାଙ୍ଗିବା ବା ପେଶିବାପାଇଁ ତା ଉପରେ କିଛି ବଡ଼ ଓ ଭାରୀ ଜିନିଷଦ୍ୱାରା ବାରମ୍ବାର ଆଘାତ କରିବା
							ఉదాహరణ : 
							ସ୍ତ୍ରୀ ଲୋକମାନେ ଧାନ କୁଟୁଛନ୍ତି
							
పర్యాయపదాలు : କୁଟିବା
ఇతర భాషల్లోకి అనువాదం :
किसी चीज़ को तोड़ने, पीसने आदि के लिए उस पर बार-बार किसी बड़ी और भारी चीज़ से आघात करना।
भाभी हल्दी कूट रही है।Break up into small pieces for food preparation.
Bruise the berries with a wooden spoon and strain them.అర్థం : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
							ఉదాహరణ : 
							ସେ ସାପର ମୁଣ୍ଡକୁ ଦଳୁଛି
							
పర్యాయపదాలు : ଚକଟିବା, ଦଳିବା, ମର୍ଦ୍ଦନ କରିବା
ఇతర భాషల్లోకి అనువాదం :