అర్థం : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
							ఉదాహరణ : 
							ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
							
ఇతర భాషల్లోకి అనువాదం :
Shade within clear boundaries.
shadowఅర్థం : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
							ఉదాహరణ : 
							ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
							
పర్యాయపదాలు : ପ୍ରତିବିମ୍ବ, ପ୍ରତିମାନ, ବିମ୍ବ
ఇతర భాషల్లోకి అనువాదం :
అర్థం : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ
							ఉదాహరణ : 
							ସରୋଜ ଉପରେ ପ୍ରେତ ସବାର ହୋଇଛି
							
పర్యాయపదాలు : ସବାର
ఇతర భాషల్లోకి అనువాదం :
అర్థం : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
							ఉదాహరణ : 
							ପଥିକ ଛାଇରେ ଆରାମ କରୁଅଛି
							
పర్యాయపదాలు : ଛାୟା
ఇతర భాషల్లోకి అనువాదం :
Relative darkness caused by light rays being intercepted by an opaque body.
It is much cooler in the shade.