అర్థం : ବିଶ୍ୱାସଘାତକତା କରିବା ବ୍ୟକ୍ତି
							ఉదాహరణ : 
							ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ  ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
							
పర్యాయపదాలు : ଠକ, ନିର୍ଦ୍ଦୟ, ପ୍ରତାରକ, ବିଶ୍ୱାସଘାତୀ
ఇతర భాషల్లోకి అనువాదం :
Having the character of, or characteristic of, a traitor.
The faithless Benedict Arnold.అర్థం : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
							ఉదాహరణ : 
							ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା  ତାର ହସ କୁଟିଳ ଥିଲା
							
పర్యాయపదాలు : କପଟପୂର୍ଣ୍ଣ, କପଟମୟ, କୁଟିଳ, ଛଦ୍ମମୟ, ଛଳନାମୟ
ఇతర భాషల్లోకి అనువాదం :
Intended to deceive.
Deceitful advertising.