అర్థం : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
							ఉదాహరణ : 
							କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
							
ఇతర భాషల్లోకి అనువాదం :
అర్థం : ପ୍ରବାହିତ ହେବା
							ఉదాహరణ : 
							ନଦୀରେ ଡଙ୍ଗା ଚାଲୁଛି
							
ఇతర భాషల్లోకి అనువాదం :
అర్థం : ଗତି ହେବା
							ఉదాహరణ : 
							ଗାଁରେ ଏବେ ରାମାୟଣ ପାଠ ଚାଲୁଛି
							
పర్యాయపదాలు : ଚାଲୁରହିବା
ఇతర భాషల్లోకి అనువాదం :
అర్థం : କୌଣସି କାର୍ଯ୍ୟରେ ଅଗ୍ରସର ହେବା
							ఉదాహరణ : 
							ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
							
పర్యాయపదాలు : ଆଗକୁ ବଢିବା
ఇతర భాషల్లోకి అనువాదం :
అర్థం : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
							ఉదాహరణ : 
							ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
							
పర్యాయపదాలు : ଉପଯୋଗରେ ଆସିବା, କାମ କରିବା
ఇతర భాషల్లోకి అనువాదం :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।అర్థం : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
							ఉదాహరణ : 
							ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
							
పర్యాయపదాలు : ନିର୍ବାହିତ ହେବା
ఇతర భాషల్లోకి అనువాదం :
అర్థం : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
							ఉదాహరణ : 
							ପିଲାଟି ଢଳି ଢଳି ଚାଲୁଛି
							
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
							ఉదాహరణ : 
							ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
							
పర్యాయపదాలు : ପ୍ରଚଳିତ ହେବା
ఇతర భాషల్లోకి అనువాదం :
किसी वस्तु आदि का प्रचलन में आना।
तुगलक के समय में उसके नाम के सिक्के चले।అర్థం : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
							ఉదాహరణ : 
							ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
							
పర్యాయపదాలు : ତିଷ୍ଠି ରହିବା, ରହିବା
ఇతర భాషల్లోకి అనువాదం :
అర్థం : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
							ఉదాహరణ : 
							ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
							
పర్యాయపదాలు : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
ఇతర భాషల్లోకి అనువాదం :
అర్థం : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
							ఉదాహరణ : 
							ଆଜି ରାଉତ ବସ୍ତିରେ ଲାଠି ଚାଲିଲା
							
ఇతర భాషల్లోకి అనువాదం :