అర్థం : ଗଜା ଉଠିଆସିବାର ଅବସ୍ଥା ବା ଭାବ
							ఉదాహరణ : 
							ବିଲରେ ଗହମ ମଞ୍ଜି ଭଲ ଗଜା ହୋଇଛି
							
ఇతర భాషల్లోకి అనువాదం :
Combining into a solid mass.
consolidationఅర్థం : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
							ఉదాహరణ : 
							କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
							
ఇతర భాషల్లోకి అనువాదం :
A newly grown bud (especially from a germinating seed).
sproutఅర్థం : ମଞ୍ଜି ଗଜା ହେବାର ପ୍ରକ୍ରିୟା
							ఉదాహరణ : 
							କ୍ଷେତରେ ସବୁ ବୁଟ  ଗଜା ହୋଇନାହିଁ
							
పర్యాయపదాలు : ଅଙ୍କୁରଣ
ఇతర భాషల్లోకి అనువాదం :