అర్థం : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
							ఉదాహరణ : 
							ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
							
పర్యాయపదాలు : ବେଣ୍ଟ
ఇతర భాషల్లోకి అనువాదం :
అర్థం : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
							ఉదాహరణ : 
							କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
							
పర్యాయపదాలు : ବଡ଼କରେଇ
ఇతర భాషల్లోకి అనువాదం :
అర్థం : ଯାହା ଚିକଣିଆ ନାହିଁ
							ఉదాహరణ : 
							ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
							
ఇతర భాషల్లోకి అనువాదం :
అర్థం : ଯାହାର ପ୍ରକୃତି କୋମଳ ନୁହେଁ
							ఉదాహరణ : 
							ଆମ ବାପା ବହୁତ କଡ଼ା ପ୍ରକୃତିର
							
ఇతర భాషల్లోకి అనువాదం :