అర్థం : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
							ఉదాహరణ : 
							ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
							
పర్యాయపదాలు : ତିଆରି କରିବା, ନିର୍ମାଣ କରିବା, ପ୍ରସ୍ତୁତ କରିବା
ఇతర భాషల్లోకి అనువాదం :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।అర్థం : କରିବା ବା ହେବାପାଇଁ ପ୍ରବୃତ୍ତ କରିବା
							ఉదాహరణ : 
							ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା  ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
							
పర్యాయపదాలు : କାରଣ ହେବା, ନିମିତ୍ତ ହେବା, ହେତୁ ହେବା
ఇతర భాషల్లోకి అనువాదం :
అర్థం : କାହାର ପ୍ରଗତିର ସ୍ତର ଅନୁମାନ କରିବା
							ఉదాహరణ : 
							ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
							
ఇతర భాషల్లోకి అనువాదం :
Give a performance (of something).
Horowitz is performing at Carnegie Hall tonight.అర్థం : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
							ఉదాహరణ : 
							ମୁଁ କିଛି ଚମତ୍କାର କରିନାହିଁ
							
పర్యాయపదాలు : କାମ କରିବା, କାର୍ଯ୍ୟ କରିବା
ఇతర భాషల్లోకి అనువాదం :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।అర్థం : ଉନ୍ନତି ବା ଅବନତିରେ ସହାୟତା କରିବା
							ఉదాహరణ : 
							ଅନୁଶାସନ ଆମକୁ ମହାନ କରେ
							
పర్యాయపదాలు : ଗଢ଼ିବା, ପ୍ରସ୍ତୁତ କରିବା
ఇతర భాషల్లోకి అనువాదం :
అర్థం : କୌଣସି କାର୍ଯ୍ୟରେ ଲାଗିବା ବା କରିବା
							ఉదాహరణ : 
							ପ୍ରେମ କର ଯୁଦ୍ଧ ନୁହେଁ  ପ୍ରୟାସ କର  ଅନ୍ୱେଷଣ କର ଶୁଦ୍ଧ କର
							
ఇతర భాషల్లోకి అనువాదం :
అర్థం : କୌଣସି ରୂପରେ ଆଣିବା
							ఉదాహరణ : 
							ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
							
పర్యాయపదాలు : ପ୍ରସ୍ତୁତ କରିବା, ବ୍ୟବହାର କରିବା
ఇతర భాషల్లోకి అనువాదం :
అర్థం : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
							ఉదాహరణ : 
							ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
							
పర్యాయపదాలు : ଉତ୍ପତି କରିବା, ଉତ୍ପନ୍ନ କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା
ఇతర భాషల్లోకి అనువాదం :
* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।
आप एक बहुत बड़ी गलती कर रहे हैं।అర్థం : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
							ఉదాహరణ : 
							ଆପଣ ମୋତେ ପ୍ରସନ୍ନ କଲେ  ସତର୍କତାର ସହିତ ଏହା କର
							
పర్యాయపదాలు : ବ୍ୟବହାର କରିବା
ఇతర భాషల్లోకి అనువాదం :
అర్థం : କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା
							ఉదాహరణ : 
							ମୋତେ ମୂର୍ଖ କରନାହିଁ  ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
							
ఇతర భాషల్లోకి అనువాదం :
అర్థం : ପତି ବା ପତ୍ନୀ ରୂପେ ଗ୍ରହଣ କରିବା
							ఉదాహరణ : 
							ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
							
పర్యాయపదాలు : ବିବାହ କରିବା
ఇతర భాషల్లోకి అనువాదం :
అర్థం : କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା
							ఉదాహరణ : 
							ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
							
పర్యాయపదాలు : ଲାଗି ରହିବା
ఇతర భాషల్లోకి అనువాదం :
అర్థం : କୌଣସି କାମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନେଇଯିବା
							ఉదాహరణ : 
							ଏହି କାମକୁ ସାର, ପୁଣି ଅନ୍ୟ କାମ କର
							
పర్యాయపదాలు : ସଂପାଦିତ କରିବା, ସାରିବା
ఇతర భాషల్లోకి అనువాదం :
किसी क्रिया को आरंभ से समाप्ति की ओर ले जाना।
यह काम निपटा लो, फिर दूसरा काम करना।అర్థం : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
							ఉదాహరణ : 
							ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
							
పర్యాయపదాలు : ଆଣିବା, ପରିବର୍ତ୍ତନ କରିବା, ବଦଳାଇବା
ఇతర భాషల్లోకి అనువాదం :
అర్థం : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
							ఉదాహరణ : 
							ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
							
పర్యాయపదాలు : କାମ କରିବା, କାର୍ଯ୍ୟ କରିବା
ఇతర భాషల్లోకి అనువాదం :
అర్థం : କୌଣସି କାର୍ଯ୍ୟ କରିବା
							ఉదాహరణ : 
							ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
							
పర్యాయపదాలు : କାମ କରିବା, କାର୍ଯ୍ୟ କରିବା
ఇతర భాషల్లోకి అనువాదం :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.అర్థం : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
							ఉదాహరణ : 
							ଆମେ ଦୁଇଟି ଗୋଲ୍ ଦେଲୁ  ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
							
పర్యాయపదాలు : ଦେବା, ପାଇବା, ପ୍ରାପ୍ତକରିବା, ହାସଲ କରିବା
ఇతర భాషల్లోకి అనువాదం :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।