అర్థం : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
							ఉదాహరణ : 
							ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
							
పర్యాయపదాలు : ନକଲକରିବା, ପ୍ରତିରୂପକରିବା
ఇతర భాషల్లోకి అనువాదం :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।అర్థం : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
							ఉదాహరణ : 
							କଂସେଇ ଛେଳିର ଚମଡା ଉତାରୁଛି
							
ఇతర భాషల్లోకి అనువాదం :
Peel off the outer layer of something.
peel offఅర్థం : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
							ఉదాహరణ : 
							ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
							
పర్యాయపదాలు : ତିଆରିକରିବା
ఇతర భాషల్లోకి అనువాదం :
అర్థం : ପିନ୍ଧା ବସ୍ତୁକୁ ଖୋଲିବା
							ఉదాహరణ : 
							ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
							
పర్యాయపదాలు : ଖୋଲିବା, ବାହାର କରିବା
ఇతర భాషల్లోకి అనువాదం :