అర్థం : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା
							ఉదాహరణ : 
							ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ
							
పర్యాయపదాలు : ବଶ
ఇతర భాషల్లోకి అనువాదం :
అర్థం : ନିୟମିତ ରୂପେ କୌଣସି କଥାର ଅନୁସରଣ
							ఉదాహరణ : 
							ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
							
పర్యాయపదాలు : ଅଧୀନ
ఇతర భాషల్లోకి అనువాదం :
అర్థం : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
							ఉదాహరణ : 
							ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
							
పర్యాయపదాలు : ଅଧୀନ, ଅନୁଗତ, ଶାସନାନ୍ତର୍ଗତ
ఇతర భాషల్లోకి అనువాదం :
అర్థం : ଯେ କାହାରି ବଶରେ ଅଛି
							ఉదాహరణ : 
							ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
							
ఇతర భాషల్లోకి అనువాదం :