అర్థం : ଉଦବିଗ୍ନ ହେବାର ଅବସ୍ଥା ବା ଭାବ
							ఉదాహరణ : 
							ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
							
పర్యాయపదాలు : ଆକୁଳତା, ଉଦବିଗ୍ନତା, ବିକଳତା, ବ୍ୟାକୁଳତା
ఇతర భాషల్లోకి అనువాదం :
आकुल होने की अवस्था या भाव।
आकुलता के कारण मैं इस कार्य पर अपना ध्यान केन्द्रित नहीं कर पा रहा हूँ।అర్థం : ଆତୁର ହେବାର ଅବସ୍ଥା
							ఉదాహరణ : 
							ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା
							
పర్యాయపదాలు : ଅସ୍ଥିରତା, ଉତ୍କଣ୍ଠା, ବ୍ୟଗ୍ରତା
ఇతర భాషల్లోకి అనువాదం :
आतुर होने की अवस्था।
दो साल घर से दूर रहने के बाद घरवालों से मिलने की उसकी आतुरता बढ़ती जा रही थी।