అర్థం : ନାଟକରେ ଅଭିନୟର ଚାରିଭେଦ ମଧ୍ୟରୁ ଗୋଟିଏ
							ఉదాహరణ : 
							ନାୟିକା ଆଙ୍ଗିକ ଅଭିନୟରେ ଧୂରନ୍ଦର
							
పర్యాయపదాలు : ଆଂଗିକ
ఇతర భాషల్లోకి అనువాదం :
नाटक के अभिनय के चार भेदों में से एक।
नायिका आंगिक में माहिर है।అర్థం : ରସରେ କାୟିକ ଅନୁଭାବ
							ఉదాహరణ : 
							ଉପହାର ପ୍ରଦାନରୁ ଆଙ୍ଗିକ ସମ୍ବନ୍ଧରେ ଘନିଷ୍ଠତା ବଢ଼େ
							
ఇతర భాషల్లోకి అనువాదం :
అర్థం : ଯାହା ଅଙ୍ଗସହ ସମ୍ବନ୍ଧିତ
							ఉదాహరణ : 
							ନାୟକ ନିଜର ଆଙ୍ଗିକ ଚାଳନାରେ  ନିଜର ଭାବବ୍ୟକ୍ତ କରିଥାଏ
							
పర్యాయపదాలు : ଅଙ୍ଗସମ୍ବନ୍ଧୀ, ଆଙ୍ଗ
ఇతర భాషల్లోకి అనువాదం :
जो अंग से संबंधित हो।
नायक अपनी आंगिक चेष्टाओं से अपने भाव व्यक्त करता है।