అర్థం : ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର
							ఉదాహరణ : 
							ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
							
పర్యాయపదాలు : ଅଭଦ୍ର, ଖରାପ, ନିକୃଷ୍ଟ, ନୀଚ, ବଜାରୀ, ମନ୍ଦ
ఇతర భాషల్లోకి అనువాదం :
जो महत्व, मान आदि की दृष्टि से निम्न कोटि का और फलतः तिरस्कृत हो।
तुम्हारी घटिया हरकतों से मैं तंग आ गया हूँ।అర్థం : ଯେ ପରିଷ୍କୃତ ନୁହେଁ ବା ଯାହାକୁ ପରିଷ୍କାର କରାଯାଇନାହିଁ
							ఉదాహరణ : 
							ସାହିତ୍ୟରେ ଅମାର୍ଜିତ ଭାଷା ପ୍ରୟୋଗ କରିବା ଉଚିତ ନୁହେଁ
							
పర్యాయపదాలు : ଅପରିଷ୍କୃତ, ଅମାର୍ଜିତ, ଅସଂସ୍କୃତ
ఇతర భాషల్లోకి అనువాదం :
Lacking refinement or cultivation or taste.
He had coarse manners but a first-rate mind.