అర్థం : ଚାଲୁଚାଲୁ ହଠାତ ରହିଯିବା
							ఉదాహరణ : 
							ସେ ରାସ୍ତାରେ ସାପ ଦେଖି ସ୍ତମ୍ଭୀଭୂତ ହୋଇଗଲା
							
పర్యాయపదాలు : ଜଡ଼ୀଭୂତ ହେବା, ସ୍ତମ୍ଭୀଭୂତ ହେବା
ఇతర భాషల్లోకి అనువాదం :
అర్థం : ରୁଦ୍ଧ ହେବା ବା ଅଟକିବା
							ఉదాహరణ : 
							ନାବଦାନ ଅବରୁଦ୍ଧ ହୋଇଗଲା
							
పర్యాయపదాలు : ଅବରୁଦ୍ଧହେବା, ଫସିଯିବା, ବନ୍ଦହେବା, ବାଧାପଡ଼ିବା
ఇతర భాషల్లోకి అనువాదం :
रुधाँ या रुका हुआ होना।
नाबदान अवरुद्ध हो गया है।