అర్థం : ତଳରୁ ଉପର ପର୍ଯ୍ୟନ୍ତ ସମାନ ରୂପରେ ମୋଟା
							ఉదాహరణ : 
							ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଗୋଟିଏ ମୋଟା କମ୍ବଳ ଘୋଡ଼େଇ ହେଲା
							
ఇతర భాషల్లోకి అనువాదం :
नीचे से लेकर ऊपर तक समान रूप से मोटा।
चोटियों पर मोटी बर्फ जमी हुई है।అర్థం : ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
							ఉదాహరణ : 
							ସୂମୋ ପହିଲିମାନ ବହୁତ ମୋଟା ହୋଇଛିମୋଟା ଲୋକମାନଙ୍କୁ ହୃଦ ରୋଗର ବିପଦ ଅଧିକ ଥାଏ
							
ఇతర భాషల్లోకి అనువాదం :
అర్థం : ମଜବୁତ ଶରୀରର
							ఉదాహరణ : 
							ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା
							
పర్యాయపదాలు : ତାଗଡ଼ା, ପୃଥୁଳ, ହୃଷ୍ଟ ପୁଷ୍ଟ
ఇతర భాషల్లోకి అనువాదం :
मजबूत शरीर वाला।
एक दुबले-पतले पहलवान ने एक तगड़े पहलवान को धूल चटा दी।అర్థం : ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ
							ఉదాహరణ : 
							ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ
							
పర్యాయపదాలు : ଖଣ୍ଡଖଣ୍ଡିଆ, ଖଦଡ଼ା
ఇతర భాషల్లోకి అనువాదం :
అర్థం : ସାଧାରଣ ବା ଯାହା ଭଲ ନୁହେଁ
							ఉదాహరణ : 
							ଦରିଦ୍ରମାନେ ମୋଟା ଶସ୍ୟରେ ହିଁ କାମ ଚଳାଇ ନିଅନ୍ତି
							
పర్యాయపదాలు : ବଗଡ଼ା
ఇతర భాషల్లోకి అనువాదం :
Moderate to inferior in quality.
They improved the quality from mediocre to above average.