అర్థం : କାହାର କୁହାଯାଉଥିବା କଥାକୁ ଠିକ ମାନିବା
							ఉదాహరణ : 
							ମୋହିତ ମୋନାର ମିଛ କଥାକୁ ବିଶ୍ୱାସ କଲା
							
పర్యాయపదాలు : ଠିକ ମାନିନେବା, ବିଶ୍ୱାସ କରିବା
ఇతర భాషల్లోకి అనువాదం :
किसी की कही हुई बात ठीक मानना।
मोहित ने मोना की झूठी बातों पर विश्वास किया।