అర్థం : ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
							ఉదాహరణ : 
							ଏଇ ଫୁଲ ସବୁଠୁ ଅଲଗା  ସବୁ ଧର୍ମର ମାର୍ଗ ପୃଥକ କିନ୍ତୁ ଲକ୍ଷ୍ୟ ଏକ
							
పర్యాయపదాలు : ପୃଥକ
ఇతర భాషల్లోకి అనువాదం :
जो सदृश न हों या एक दूसरे से भिन्न हों।
यह फूल इन सबसे अलग है।అర్థం : ଗୋଟିଏ ଅନ୍ୟ ଠାରୁ ଭିନ୍ନ ତଥା ଅଲଗା ହେବା
							ఉదాహరణ : 
							ନେତାଜୀ ସମସ୍ତଙ୍କ ମିଶିବାପାଇଁ ଅଲଗାଅଲଗା ସମୟ ନିର୍ଦ୍ଧାରିତ କରିଛନ୍ତି  ତିନିଟି ଅଲଗାଅଲଗା ସମୟରେ ବୋମା ବିସ୍ପୋରଣ ହେଲା
							
పర్యాయపదాలు : ଅଲଗାଅଲଗା, ପୃଥକପୃଥକ, ଭିନ୍ନଭିନ୍ନ
ఇతర భాషల్లోకి అనువాదం :
* जो एक दूसरे से भिन्न तथा अलग-अलग हो।
नेताजी ने सबसे मिलने के लिए अलग-अलग समय निर्धारित किया है।