అర్థం : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							ఉదాహరణ : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
పర్యాయపదాలు : ବିତାଡ଼ିତ
అర్థం : ଯାହାକୁ ବାହାର କରିଦିଆ ଯାଇଛି
							ఉదాహరణ : 
							ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
							
పర్యాయపదాలు : ବାହାର କରାଯାଇଥିବା
ఇతర భాషల్లోకి అనువాదం :
అర్థం : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							ఉదాహరణ : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
పర్యాయపదాలు : ବିତାଡ଼ିତ
ఇతర భాషల్లోకి అనువాదం :
అర్థం : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							ఉదాహరణ : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
పర్యాయపదాలు : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
ఇతర భాషల్లోకి అనువాదం :
అర్థం : ବହିଷ୍କାର କରାଯାଇଥିବା
							ఉదాహరణ : 
							ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା