అర్థం : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
							ఉదాహరణ : 
							କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
							
పర్యాయపదాలు : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବଢ଼ାଇବା, ରକ୍ଷଣାବେକ୍ଷଣ କରିବା
ఇతర భాషల్లోకి అనువాదం :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।అర్థం : ପରିମାଣରେ ଅଧିକ କରିବା
							ఉదాహరణ : 
							ସେ ଭୋଜନର ପରିମାଣ ବଢ଼ାଇଦେଇଛି
							
పర్యాయపదాలు : ଅଧିକ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
ఇతర భాషల్లోకి అనువాదం :
అర్థం : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ఉదాహరణ : 
							ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
							
పర్యాయపదాలు : ପ୍ରସାରିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
ఇతర భాషల్లోకి అనువాదం :