అర్థం : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
							ఉదాహరణ : 
							ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
							
పర్యాయపదాలు : ଉତାରିବା, ନକଲକରିବା
ఇతర భాషల్లోకి అనువాదం :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।