అర్థం : ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
							ఉదాహరణ : 
							ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
							
పర్యాయపదాలు : ବାରି
ఇతర భాషల్లోకి అనువాదం :
అర్థం : କଳକାରଖାନା ଆଦିରେ କାମ କରିବା ଏକ ନିର୍ଧାରିତ ସମୟ ଯେଉଁ ସମୟରେ କର୍ମଚାରୀ ବା କର୍ମଚାରୀଦଳ ଆସି କାର୍ଯ୍ୟ କରନ୍ତି
							ఉదాహరణ : 
							ରାମଦେବର ଆଜିଠାରୁ ରାତି ପାଳି ଆରମ୍ଭ ହୋଇଛି
							
ఇతర భాషల్లోకి అనువాదం :
అర్థం : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
							ఉదాహరణ : 
							ଏବେ ରାମର ପାଳି
							
ఇతర భాషల్లోకి అనువాదం :