అర్థం : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							ఉదాహరణ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
పర్యాయపదాలు : ଅନୁକରଣକାରୀ
ఇతర భాషల్లోకి అనువాదం :
అర్థం : ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ
							ఉదాహరణ : 
							ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା
							
పర్యాయపదాలు : ନକଲଚୀ
ఇతర భాషల్లోకి అనువాదం :
అర్థం : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
							ఉదాహరణ : 
							ମାଙ୍କଡ଼ ବହୁତ ନକଲକାରୀ
							
పర్యాయపదాలు : ଅନୁକରଣକାରୀ
ఇతర భాషల్లోకి అనువాదం :