అర్థం : କାହାରିକୁ ହଠାତ୍ ଧରି ଝାମ୍ଫି ନେବାର କ୍ରିୟା ବା ଭାବ
							ఉదాహరణ : 
							ସିପାହୀମାନେ ଚୋରକୁ ଝାମ୍ପି ନେଲେ
							
ఇతర భాషల్లోకి అనువాదం :
అర్థం : ଆକ୍ରମଣ କରିବା ବା ଚଲାଇବାପାଇଁ ଶୀଘ୍ର ଆଗକୁ ବଢ଼ିବା
							ఉదాహరణ : 
							କୁକୁର ବିଲେଇ ଉପରକୁ ଲମ୍ଫ ମାରିଲା
							
పర్యాయపదాలు : କୁଦାମାରିବା, ଲମ୍ଫ ମାରିବା
ఇతర భాషల్లోకి అనువాదం :