అర్థం : କାନ ବା ନାକରେ ପିନ୍ଧୁଥିବା ଏକ ଗହଣା
							ఉదాహరణ : 
							ଶୀଲା କାନରେ କାନଫୁଲ ପିନ୍ଧିଛି
							
ఇతర భాషల్లోకి అనువాదం :
అర్థం : କାନରେ ପିନ୍ଧା ଯାଉଥିବା ଏକ ଗହଣା
							ఉదాహరణ : 
							ଗୀତାର ଗୋଟିଏ କାନର କାନଫୁଲ ହଜି ଯାଇଛି
							
పర్యాయపదాలు : ଅବତଂସ, କର୍ଣ୍ଣଭୂଷଣ, କୁଣ୍ଡଳ
ఇతర భాషల్లోకి అనువాదం :
Jewelry to ornament the ear. Usually clipped to the earlobe or fastened through a hole in the lobe.
earring