అర్థం : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ
							ఉదాహరణ : 
							ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା
							
పర్యాయపదాలు : ଉନ୍ମତ୍ତତା, ଚିତ୍ତବିଭ୍ରମ, ପାଗଳପଣ, ପାଗଳାମି, ପ୍ରମାଦ, ସ୍ମୃତିବିଭ୍ରମ
ఇతర భాషల్లోకి అనువాదం :
मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।
अत्यधिक शोक के कारण उसे उन्माद हो गया।Relatively permanent disorder of the mind.
insanityఅర్థం : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
							ఉదాహరణ : 
							ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
							
ఇతర భాషల్లోకి అనువాదం :
అర్థం : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
							ఉదాహరణ : 
							ସେ ଜଣେ ପାଗଳ ବ୍ୟକ୍ତି
							
ఇతర భాషల్లోకి అనువాదం :