అర్థం : ପ୍ରକାଶର ଅଭାବ
							ఉదాహరణ : 
							ସୂର୍ଯ୍ୟ ବୁଡ଼ିଗଲାକ୍ଷଣି ଚାରିଆଡ଼ ଅନ୍ଧାର ହୋଇଯାଏ
							
పర్యాయపదాలు : ଅନ୍ଧାର, ଅନ୍ଧାରିଆ
ఇతర భాషల్లోకి అనువాదం :
प्रकाश का अभाव।
सूर्य डूबते ही चारों ओर अंधकार हो जाता है।అర్థం : ଅନ୍ଧକାରରେ ପୂର୍ଣ୍ଣ
							ఉదాహరణ : 
							କୃଷ୍ଣଙ୍କ ଜନ୍ମ ଭାଦ୍ରବର ଅନ୍ଧକାରପୂର୍ଣ୍ଣ ରାତ୍ରିରେ ହୋଇଥିଲା
							
పర్యాయపదాలు : ଅନ୍ଧକାରପୂର୍ଣ୍ଣ, ଅନ୍ଧକାରମୟ, ଅନ୍ଧାର, ଅନ୍ଧାରପୂର୍ଣ୍ଣ, ଘନତମସାମୟ, ତମସାମୟ
ఇతర భాషల్లోకి అనువాదం :
अंधकार से भरा हुआ।
कृष्ण का जन्म भादो की अँधेरी रात्रि में हुआ था।