பொருள் : ମନକୁ ଆମୋଦିତ କଲାଭଳି କଥା ବା କାମ
							எடுத்துக்காட்டு : 
							ମୋ ସହିତ ଥଟ୍ଟା ତାମସା କରନାହିଁ
							
ஒத்த சொற்கள் : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା
பிற மொழிகளில் மொழிபெயர்ப்பு :
मन बहलाने वाली बात।
वह सबसे हँसी-मज़ाक़ करते रहता है।பொருள் : ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ
							எடுத்துக்காட்டு : 
							ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
							
ஒத்த சொற்கள் : ହାସ୍ୟ ରସ
பிற மொழிகளில் மொழிபெயர்ப்பு :
பொருள் : ହସିବାର ପ୍ର କ୍ରିୟା ବା ଭାବ
							எடுத்துக்காட்டு : 
							ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ
							
ஒத்த சொற்கள் : ହସ
பிற மொழிகளில் மொழிபெயர்ப்பு :
பொருள் : ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି"
							எடுத்துக்காட்டு : 
							ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
							
பிற மொழிகளில் மொழிபெயர்ப்பு :
Arousing or provoking laughter.
An amusing film with a steady stream of pranks and pratfalls.