பொருள் : ଗୋଟିଏ ଅସ୍ତ୍ର
							எடுத்துக்காட்டு : 
							ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
							
பிற மொழிகளில் மொழிபெயர்ப்பு :
பொருள் : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
							எடுத்துக்காட்டு : 
							ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
							
ஒத்த சொற்கள் : ଯୋଡ଼ା
பிற மொழிகளில் மொழிபெயர்ப்பு :
பொருள் : ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
							எடுத்துக்காட்டு : 
							ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
							
ஒத்த சொற்கள் : ଯୋଡ଼ା
பிற மொழிகளில் மொழிபெயர்ப்பு :
பொருள் : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
							எடுத்துக்காட்டு : 
							କୃଷକ ବିଲରେ ହଳ କରୁଛି
							
பிற மொழிகளில் மொழிபெயர்ப்பு :
பொருள் : ହଳ କରିବା କ୍ରିୟା
							எடுத்துக்காட்டு : 
							ସେ କ୍ଷେତରେ ହଳ କରୁଛି  ଚାଷ ପରେ ଜମିରେ ଜଳସେଚନ ହେବ
							
ஒத்த சொற்கள் : କର୍ଷଣ
பிற மொழிகளில் மொழிபெயர்ப்பு :