பொருள் : କୌଣସି ମାନ୍ୟ ଅଥବା ପ୍ରିୟ ଲୋକ ଆସିଲେ ତାଙ୍କୁ ସସମ୍ମାନରେ ଆଦର ଅଭିବାଦନ କରୁଥିବା ଲୋକ
							எடுத்துக்காட்டு : 
							ସ୍ୱାଗତକର୍ତ୍ତା ଆଗକୁ ଆଗେଇ ଆସି ସ୍ୱାମିଜୀଙ୍କୁ ଅଭିନନ୍ଦନ କଲେ
							
பிற மொழிகளில் மொழிபெயர்ப்பு :
किसी मान्य अथवा प्रिय के आने पर आगे बढ़कर सादर उसका अभिवादन करने वाला व्यक्ति।
स्वागतकर्ता ने आगे बढ़कर स्वामीजी का अभिनंदन किया।பொருள் : କୌଣସି କାର୍ଯ୍ୟଳୟ, ହୋଟେଲଆଦିରେ ଏହି କର୍ମଚାରୀ ଯାହାଙ୍କ ମୁଖ୍ୟକାମ ଫୋନ୍ର ଉତ୍ତର ଦେବା ଓ ଆଗନ୍ତୁକଙ୍କୁ ସ୍ୱାଗତ କରିବା
							எடுத்துக்காட்டு : 
							ହୋଟେଲରେ ପ୍ରବେଶ କରିବା ବେଳେ ହିଁ ସ୍ୱାଗତକର୍ତ୍ତା ହସିକି ଆମକୁ ସ୍ୱାଗତ କଲେ
							
ஒத்த சொற்கள் : ସ୍ୱାଗତକାରୀ
பிற மொழிகளில் மொழிபெயர்ப்பு :
किसी कार्यालय, होटल आदि में वह कर्मचारी जिसका मुख्य कार्य दूरध्वनि का जवाब देना तथा आगंतुक का स्वागत करना होता है।
होटल में प्रवेश करते ही स्वागतकर्ता ने मुस्कुराकर हमारा स्वागत किया।