பொருள் : ସଭାର ବୈଠକ, ଶୁଣାଣି ବା ଅନ୍ୟ କୌଣସି କାମକୁ ଅନ୍ୟ ସମୟ ବା ସ୍ଥାନ ନିମନ୍ତେ ଅଟକାଇ ଦେବାର କ୍ରିୟା ବା ଭାବ
							எடுத்துக்காட்டு : 
							ପରିବାରର ସଦସ୍ୟଙ୍କ ମୃତ୍ୟୁ କାରଣରୁ ବିବାହକୁ ସ୍ଥଗିତ ରଖାଗଲା
							
ஒத்த சொற்கள் : ନିବର୍ତ୍ତନ, ମୁଲତବି, ସାମୟିକ ନିବୃତ୍ତି
பிற மொழிகளில் மொழிபெயர்ப்பு :
The act of postponing to another time or place.
adjournment