பொருள் : ସଫଳ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଗଣେଶ ଯେ କୌଣସି କାମରେ ହାତ ଲଗାଏ, ତାକୁ ସେଥିରେ ସଫଳତା ମିଳେ
							
பிற மொழிகளில் மொழிபெயர்ப்பு :
பொருள் : ଯୋଗ ସାଧନର ଅଲୌକିକ ଫଳ
							எடுத்துக்காட்டு : 
							ଅଣିମା,ମହିମା,ଗରିମା,ଲଘିମା,ପ୍ରାପ୍ତି,ପ୍ରାକାମ୍ୟ, ଈଶିତ୍ୱ ଏବଂ ବଶିତ୍ୱ ଏସବୁ ଅଷ୍ଟସିଦ୍ଧି ଭାବେ ଗ୍ରହଣ କରାଯାଏ
							
ஒத்த சொற்கள் : ଐଶ୍ୱର୍ଯ୍ୟ
பிற மொழிகளில் மொழிபெயர்ப்பு :
பொருள் : ଯୋଗ ବା ତପସ୍ୟା ଦ୍ୱାରା ପ୍ରାପ୍ତ ହେଉଥିବା ଅଲୌକିକ ଶକ୍ତି
							எடுத்துக்காட்டு : 
							ସ୍ୱାମିଜୀ କେତେ ପ୍ରକାର ସିଦ୍ଧି ଲାଭ କରିଛନ୍ତି
							
பிற மொழிகளில் மொழிபெயர்ப்பு :
योग या तपस्या के द्वारा प्राप्त होने वाली अलौकिक शक्ति।
स्वामीजी को कई प्रकार की सिद्धियाँ प्राप्त हैं।An ability that has been acquired by training.
accomplishment, acquirement, acquisition, attainment, skill