பொருள் : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି
							எடுத்துக்காட்டு : 
							ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ
							
ஒத்த சொற்கள் : ସନ୍ୟାସୀ
பொருள் : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ
							எடுத்துக்காட்டு : 
							ସମସ୍ତ ଚାକର କୃତଜ୍ଞ ନୁହନ୍ତି
							
ஒத்த சொற்கள் : କୃତଜ୍ଞ, ସଚ୍ଚୋଟ, ସ୍ୱାମୀଭକ୍ତ
பிற மொழிகளில் மொழிபெயர்ப்பு :
स्वामी या अन्नदाता का कार्य या सेवा ईमानदारी से करनेवाला।
सभी नौकर नमकहलाल नहीं होते।