பொருள் : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
							எடுத்துக்காட்டு : 
							ତାଙ୍କର ଜୀବନ ଆନନ୍ଦରେ ବିତୁଛି
							
ஒத்த சொற்கள் : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମଜା, ମୋଦ, ସହର୍ଷ, ହର୍ଷ
பிற மொழிகளில் மொழிபெயர்ப்பு :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।பொருள் : ସହଜ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
							
ஒத்த சொற்கள் : ସରଳ, ସରଳତା, ସହଜତା, ସୁଗମତା
பிற மொழிகளில் மொழிபெயர்ப்பு :
Freedom from difficulty or hardship or effort.
He rose through the ranks with apparent ease.பொருள் : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
							எடுத்துக்காட்டு : 
							ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
							
ஒத்த சொற்கள் : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସୁଗମ, ସୁବୋଧ୍ୟ
பிற மொழிகளில் மொழிபெயர்ப்பு :
Capable of being apprehended or understood.
apprehensible, graspable, intelligible, perceivable, understandableபொருள் : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
							எடுத்துக்காட்டு : 
							ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
							
ஒத்த சொற்கள் : ସରଳ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
பிற மொழிகளில் மொழிபெயர்ப்பு :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.பொருள் : ଯେଉଁଥିରେ ସୁବିଧା ଅଛି
							எடுத்துக்காட்டு : 
							ଅଧ୍ୟାପନା ସମ୍ବନ୍ଧୀୟ ଯେକୌଣସି କାମ ମୋପାଇଁ ସୁବିଧା ଜନକ
							
ஒத்த சொற்கள் : ସୁବିଧା ଜନକ, ସୁବିଧାପୂର୍ଣ୍ଣ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ସ୍ୱର ଉଚ୍ଚ ନୁହେଁ ବା ନୀଚ ନୁହେଁ ଯାହା ବାର୍ଣ୍ଣିକ ଅର୍ଦ୍ଧସ୍ୱରଠାରୁ ଉପରେ ନୁହେଁ କି ତଳେ ନୁହେଁ
							எடுத்துக்காட்டு : 
							ସଙ୍ଗୀତକାର ସ୍ୱଭାବିକ ସପ୍ତକ ବିଷୟରେ କହୁଛନ୍ତି
							
ஒத்த சொற்கள் : ସ୍ୱଭାବିକ
பிற மொழிகளில் மொழிபெயர்ப்பு :